ଗାଡ଼ି ସୋ-ରୁମ୍ ମାଲିକଙ୍କୁ ଚୁନା ଲଗାଇଲେ ମହିଳା ପୁଲିସ୍‌

ମାଲିକାନା ପରିବର୍ତ୍ତନ ନକରି ଜବରଦସ୍ତି ନେଇଗଲେ ଗାଡି ବଲାଙ୍ଗୀର: ପୁଲିସ କର୍ମଚାରୀଙ୍କ ଗାଡ଼ି କିଣି ହଟହଟା ହେଲେ ସୋ-ରୁମ୍ ମାଲିକ। ବଲାଙ୍ଗିରରେ ଏକ ସୋରୁମ୍ କରି ପୁରୁଣା ଗାଡ଼ି କିଣାବିକା କରୁଥିବା ତୁଷୁରାର ଅନୀଲ ମହାପତ୍ର ବରଗଡ଼ର ତତ୍କାଳୀନ ପୁଲିସ କର୍ମଚାରୀ ସ୍ମିତାରାଣୀ ଦାସଙ୍କର ଏକ ସ୍କର୍ପିଓ ଗାଡ଼ି ୯ଲକ୍ଷ ୬୫ ହଜାର ଟଙ୍କାରେ କିଣିଥିଲେ। ଗାଡ଼ିଟିକୁ ବୌଦ୍ଧ ଜିଲ୍ଲା ଭୁତାପାଲିର ବ୍ରଜବନ୍ଧୁ ମହାନ୍ତିଙ୍କୁ ବିକ୍ରି କରିଥିଲେ। ତେବେ ଗାଡ଼ିର … Continue reading ଗାଡ଼ି ସୋ-ରୁମ୍ ମାଲିକଙ୍କୁ ଚୁନା ଲଗାଇଲେ ମହିଳା ପୁଲିସ୍‌